ଗୀତ ଗାଇ ଜମିପଟ୍ଟା ପାଇଲେ ଦିବ୍ୟାଙ୍ଗ ପ୍ରଫୁଲ୍ଲ

ବ୍ୟାସନଗର: କୋରେଇ ବ୍ଲକ୍ କାଚରାସାହି ପଞ୍ଚାୟତ ସହଗାଁ ଗ୍ରାମର ଦିବ୍ୟାଙ୍ଗ ପ୍ରଫୁଲ୍ଲ ଦାସଙ୍କୁ ବ୍ୟାସନଗର ତହସିଲ ପକ୍ଷରୁ ଜମିପଟ୍ଟା ପ୍ରଦାନ କରାଯାଇଛି। ବସୁନ୍ଧରା ଯୋଜନାରେ ପ୍ରଫୁଲ୍ଲଙ୍କୁ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ୪ ଡିସିମିଲ ଜମିର ପଟ୍ଟା ପ୍ରଦାନ କରିଛନ୍ତି। ପ୍ରକାଶ ଯେ, କିଛିଦିନ ତଳେ ଦିବ୍ୟାଙ୍ଗ ପ୍ରଫୁଲ୍ଲ ସଂଗୀତ ମାଧ୍ୟମରେ ଜମିପଟ୍ଟା ଓ ସରକାରୀ ଆବାସ ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରି କରିଥିଲେ। ସରକାରୀ ଯୋଜନା ପାଇଁ … Continue reading ଗୀତ ଗାଇ ଜମିପଟ୍ଟା ପାଇଲେ ଦିବ୍ୟାଙ୍ଗ ପ୍ରଫୁଲ୍ଲ